ନମୁନା ପାଠ୍ୟକ୍ରମ (ମାଗଣା) କେବଳ ପରୀକ୍ଷଣ ପାଇଁ।
ତା’ପରେ ଛାତ୍ରମାନେ ଅନ୍ ଲାଇନ୍ ଗ୍ରେଡ୍ -୧ ପାଠ୍ୟକ୍ରମ କରିପାରିବେ।
ଛାତ୍ରମାନେ ନିମ୍ନଲିଖିତ ଆପ୍ସ୍ ମଧ୍ୟ ଡାଉନଲୋଡ୍ କରିପାରିବେ।
ଆପଲ୍ ଫୋନ୍ ପାଇଁ: Moodle on the App Store (apple.com)
ଆଣ୍ଡ୍ରଏଡ୍ ଫୋନ୍ ପାଇଁ: https://play.google.com/store/apps/details?id=com.moodle.moodlemobile&pcampaignid=web_share
ୱେବସାଇଟ୍ : https://gitacourse.com/
ଆପଣଙ୍କର ଲଗ୍ଇନ୍ ID ଏବଂ ପାସୱାର୍ଡ ଦେଇ ପ୍ରବେଶ କରନ୍ତୁ।
ପ୍ରତ୍ୟେକ ପ୍ରଶ୍ନର ଏକାଧିକ ପସନ୍ଦର ଉତ୍ତର ରହିଛି। ପ୍ରତ୍ୟେକ ପ୍ରଶ୍ନର ୪ ଟି ବିକଳ୍ପ ଉତ୍ତର ମଧ୍ୟରୁ ସଠିକ ଉତ୍ତର ଚୟନ କରିବାକୁ ପଡିବ। ସଠିକ୍ ଉତ୍ତର କୁ କ୍ଲିକ୍ କିମ୍ବା ଟିକ୍ କରନ୍ତୁ।
କେତେକ ପ୍ରଶ୍ନର ଏକାଧିକ ଉତ୍ତର ରହିପାରେ ଯାହା ପ୍ରାୟତଃ ସମାନ। ଏପରି ପରିସ୍ଥିତିରେ କେବଳ ସର୍ବୋତ୍ତମ ସଠିକ ଉତ୍ତର କୁ ଚୟନ କରାଯିବା ଉଚିତ୍
ସମସ୍ତ ପ୍ରଶ୍ନର ଉତ୍ତର ଦେଇସାରିବା ପରେ, ଦୟାକରି ‘Submit all and finish’ ରେ କ୍ଲିକ୍ କରନ୍ତୁ।
ଗୋଟିଏ ଅଧ୍ୟାୟ ସମାପ୍ତ କରି ସାରିବା ପରେ ହିଁ ଆପଣ ପରବର୍ତ୍ତୀ ଅଧ୍ୟାୟକୁ ଯାଇପାରିବେ।
ଏହିପରିଭାବେ ଭଗବଦ୍-ଗୀତା ର ୧୮ ଅଧ୍ୟାୟ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ପଠନ ଏବଂ ସମସ୍ତ ପ୍ରଶ୍ନର ଉତ୍ତର ସଫଳତାର ସହିତ ସମ୍ପନ୍ନ କରିବା ପରେ ଆପଣ ଆପଣଙ୍କର ସାର୍ଟିଫିକେଟ୍ ଡାଉନଲୋଡ୍ କରିପାରିବେ।
ଅଥବା ଯେତେବେଳେ ଆପଣ ଶ୍ରୀ ମାୟାପୁର ଧାମ ଆସିବେ ସେତେବେଳେ ଆପଣ ଗୀତା ଭବନରେ ଥିବା ଭକ୍ତି ବେଦାନ୍ତ ଗୀତା ଏକାଡେମୀ କାର୍ଯ୍ୟାଳୟରୁ ଆପଣଙ୍କର ମୂଳ ପ୍ରମାଣପତ୍ର ସହିତ ଉପହାର ସଂଗ୍ରହ କରିପାରିବେ।